ଭୁବନେଶ୍ବରକୁ ଫେରିଲା କଣ୍ଟେନମେଣ୍ଟ। ୱାର୍ଡ ନଂ 52ର ଫରେଷ୍ଟ ପାର୍କ ଅଂଚଳରେ ଥିବା ରାଜେନ୍ଦ୍ର ବିହାର ଅପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି। ୱାର୍ଡ ନମ୍ବର 52 ଫୋରେଷ୍ଟ ପାର୍କ ଅଞ୍ଚଳରେ ଏକାଧିକ କୋରନା ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିପାଇଁ ସେ ଅଂଚଳକୁ ବାହାର ଲୋକଙ୍କ ପ୍ରବେଶ ଉପରେ ରୋକ ଲାଗିଛି । ଏହା ପରେ ସେ ଅଞ୍ଚଳକୁ ସାନିଟାଇଜ କରାଯାଇଛି
#BBSR #Corona #Containment #sanitize #Odisha #ArgusNews